or_tn/2th/02/intro.md

2.0 KiB
Raw Permalink Blame History

ଥେସଲନୀକୀୟ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

“ତାହାଙ୍କ ସହିତ ରହିବାପାଇଁ ଏକତ୍ରିତ ହେବା”

ଏହି ଅନୁଚ୍ଛେଦଟି ସେହି ସମୟକୁ ବୁଝାଏ, ଯେଉଁ ସମୟରେ ଯୀଶୁ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଆପଣା ନିକଟକୁ ଆହ୍ବାନ କରନ୍ତି I ପଣ୍ଡିତମାନେ ଏ ବିଷୟରେ ଭିନ୍ନଭିନ୍ନ ମତ ଦିଅନ୍ତି ଯେ ଏହା ଖ୍ରୀଷ୍ଟଙ୍କର ଚୁଡାନ୍ତ ଗୌରବମୟ ପୁନରାଗମନ ନା ନାହିଁ I (ଦେଖ: rc://*/tw/dict/bible/kt/believe)

ଅଧର୍ମ ପୁରୁଷ

ଏହି ଅଧ୍ୟାୟର “ବିନାଶର ସନ୍ତାନ” ଓ “ଅଧର୍ମ ବ୍ୟକ୍ତି” ସହିତ ଏହା ସମାନ I ପାଉଲ ତାହାଙ୍କୁ ଜଗତରେ ସକ୍ରିୟଭାବରେ କାର୍ଯ୍ୟ କରୁଥିବା ଶୟତାନ ସହିତ ସମ୍ପୃକ୍ତ କରୁଛନ୍ତି I (ଦେଖ: rc://*/tw/dict/bible/kt/antichrist)

ଈଶ୍ବରଙ୍କ ମନ୍ଦିରରେ ବସେ

ପାଉଲ ହୁଏତ ଏହି ପତ୍ର ଲେଖିବାର ଅନେକ ବର୍ଷ ପରେ ରୋମୀୟମାନେ ଧ୍ବଂସ କରିଥିବା ଯିରୂଶାଲମ ମନ୍ଦିର ବିଷୟରେ ଉଲ୍ଲେଖ କରୁଥିବେ I କିମ୍ବା ସେ ହୁଏତ ଗୋଟିଏ ଭବିଷ୍ୟତର ପାର୍ଥିବ ମନ୍ଦିରକୁ କିଅବା ଈଶ୍ବରଙ୍କ ଆତ୍ମିକ ମନ୍ଦିର ଭାବରେ ମଣ୍ଡଳୀକୁ ବୁଝାଉଥିବେ I (ଦେଖ: rc://*/ta/man/translate/figs-explicit)