or_tn/2th/02/intro.md

14 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଥେସଲନୀକୀୟ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା
### “ତାହାଙ୍କ ସହିତ ରହିବାପାଇଁ ଏକତ୍ରିତ ହେବା”
ଏହି ଅନୁଚ୍ଛେଦଟି ସେହି ସମୟକୁ ବୁଝାଏ, ଯେଉଁ ସମୟରେ ଯୀଶୁ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଆପଣା ନିକଟକୁ ଆହ୍ବାନ କରନ୍ତି I ପଣ୍ଡିତମାନେ ଏ ବିଷୟରେ ଭିନ୍ନଭିନ୍ନ ମତ ଦିଅନ୍ତି ଯେ ଏହା ଖ୍ରୀଷ୍ଟଙ୍କର ଚୁଡାନ୍ତ ଗୌରବମୟ ପୁନରାଗମନ ନା ନାହିଁ I (ଦେଖ: [[rc://*/tw/dict/bible/kt/believe]])
### ଅଧର୍ମ ପୁରୁଷ
ଏହି ଅଧ୍ୟାୟର “ବିନାଶର ସନ୍ତାନ” ଓ “ଅଧର୍ମ ବ୍ୟକ୍ତି” ସହିତ ଏହା ସମାନ I ପାଉଲ ତାହାଙ୍କୁ ଜଗତରେ ସକ୍ରିୟଭାବରେ କାର୍ଯ୍ୟ କରୁଥିବା ଶୟତାନ ସହିତ ସମ୍ପୃକ୍ତ କରୁଛନ୍ତି I (ଦେଖ: [[rc://*/tw/dict/bible/kt/antichrist]])
### ଈଶ୍ବରଙ୍କ ମନ୍ଦିରରେ ବସେ
ପାଉଲ ହୁଏତ ଏହି ପତ୍ର ଲେଖିବାର ଅନେକ ବର୍ଷ ପରେ ରୋମୀୟମାନେ ଧ୍ବଂସ କରିଥିବା ଯିରୂଶାଲମ ମନ୍ଦିର ବିଷୟରେ ଉଲ୍ଲେଖ କରୁଥିବେ I କିମ୍ବା ସେ ହୁଏତ ଗୋଟିଏ ଭବିଷ୍ୟତର ପାର୍ଥିବ ମନ୍ଦିରକୁ କିଅବା ଈଶ୍ବରଙ୍କ ଆତ୍ମିକ ମନ୍ଦିର ଭାବରେ ମଣ୍ଡଳୀକୁ ବୁଝାଉଥିବେ I (ଦେଖ: [[rc://*/ta/man/translate/figs-explicit]])