or_tn/2th/02/08.md

1019 B

Then the lawless one will be revealed

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତତ୍ପରେ ଈଶ୍ବର ଅଧର୍ମ ପୁରୁଷକୁ ଆପଣାକୁ ଦେଖାଇବାକୁ ସୁଯୋଗ ଦେବେ” (ଦେଖ: rc://*/ta/man/translate/figs-activepassive)

with the breath of his mouth

ଏଠାରେ “ନିଶ୍ବାସ” ଈଶ୍ବରଙ୍କ ଶକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା କଥିତ ବାକ୍ୟର ଶକ୍ତି ଦ୍ବାରା” (ଦେଖ: rc://*/ta/man/translate/figs-metonymy)

bring him to nothing by the revelation of his coming

ଯେତେବେଳେ ଈଶ୍ବର ପୃଥିବୀକୁ ପୁନରାଗମନ କରି ଆପଣାକୁ ପ୍ରକାଶ କରିବେ, ସେ ଅଧର୍ମ ପୁରୁଷକୁ ପରାସ୍ତ କରିବେ I