# Then the lawless one will be revealed ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତତ୍ପରେ ଈଶ୍ବର ଅଧର୍ମ ପୁରୁଷକୁ ଆପଣାକୁ ଦେଖାଇବାକୁ ସୁଯୋଗ ଦେବେ” (ଦେଖ: [[rc://*/ta/man/translate/figs-activepassive]]) # with the breath of his mouth ଏଠାରେ “ନିଶ୍ବାସ” ଈଶ୍ବରଙ୍କ ଶକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା କଥିତ ବାକ୍ୟର ଶକ୍ତି ଦ୍ବାରା” (ଦେଖ: [[rc://*/ta/man/translate/figs-metonymy]]) # bring him to nothing by the revelation of his coming ଯେତେବେଳେ ଈଶ୍ବର ପୃଥିବୀକୁ ପୁନରାଗମନ କରି ଆପଣାକୁ ପ୍ରକାଶ କରିବେ, ସେ ଅଧର୍ମ ପୁରୁଷକୁ ପରାସ୍ତ କରିବେ I