or_tn/2th/01/intro.md

12 lines
2.4 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଥେସଲନୀକୀୟ ୦୧ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
୧- ପଦ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ଜଗତର ନିକଟବର୍ତ୍ତୀ ପୂର୍ବାଞ୍ଚଳର ପତ୍ରଗୁଡିକରେ ଏହି ପ୍ରକାର ପରିଚୟ ଦେଖିବାକୁ ମିଳୁଥିଲା I
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
### ଦ୍ବନ୍ଦମୂଳକ ସତ୍ୟତା
ଗୋଟିଏ ଦ୍ବନ୍ଦମୂଳକ ସତ୍ୟତା ହେଉଛି ଏକ ସତ୍ୟ ଉକ୍ତି, ଯାହା କିଛି ଅସମ୍ଭବ ବିଷୟକୁ ବର୍ଣ୍ଣନା କଲା ଭଳି ଜଣାପଡ଼େ I ୪-୫ ପଦରେ ଗୋଟିଏ ଦ୍ବନ୍ଦମୂଳକ ସତ୍ୟତା ଦେଖିବାକୁ ମିଳେ: “ତୁମ୍ଭମାନଙ୍କ ସମସ୍ତ ତାଡନା ମଧ୍ୟରେ ତୁମ୍ଭମାନଙ୍କର ଧୈର୍ଯ୍ୟ ଓ ବିଶ୍ବାସ ବିଷୟରେ ଆମ୍ଭେମାନେ ଆଲୋଚନା କରୁଅଛୁ I ତୁମ୍ଭେମାନେ ସହ୍ୟ କରୁଥିବା କ୍ଲେଶ ସବୁ ବିଷୟରେ ଆମ୍ଭେମାନେ ଆଲୋଚନା କରୁଅଛୁ I ଏହା ଈଶ୍ବରଙ୍କ ଧର୍ମମୟ ନ୍ୟାୟ ବିଚାରର ଏକ ଲକ୍ଷଣ ଅଟେ I” ଲୋକମାନେ ସାଧାରଣତଃ ଭାବିବେ ନାହିଁ ଯେ ଈଶ୍ବରଙ୍କଠାରେ ବିଶ୍ବାସକରି ତାଡନା ପ୍ରାପ୍ତ ହେବା ଈଶ୍ବରଙ୍କ ଧର୍ମମୟ ନ୍ୟାୟ ବିଚାରର ଏକ ଲକ୍ଷଣ I କିନ୍ତୁ ୫-୧୦ ପଦରେ, ପାଉଲ ବୁଝାଉଛନ୍ତି ଯେ ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ଈଶ୍ବର ସେମାନଙ୍କୁ କିପରି ପୁରସ୍କାର ଦେବେ ଓ ଯେଉଁମାନେ ସେମାନଙ୍କୁ କ୍ଲେଶ ଦେଉଛନ୍ତି, ସେ ସେମାନଙ୍କୁ ଦଣ୍ଡ ଦେବେ I ([ ଥେସଲନୀକୀୟ ୧:୪-୫](./04.md))