or_tn/2th/01/12.md

848 B

that the name of our Lord Jesus may be glorified by you

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ଗୌରବ କରିପାରିବ” (ଦେଖ: rc://*/ta/man/translate/figs-activepassive)

you will be glorified by him

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ତୁମ୍ଭମାନଙ୍କ ଗୌରବ କରିବେ” (ଦେଖ: rc://*/ta/man/translate/figs-activepassive)

because of the grace of our God

ଈଶ୍ବରଙ୍କ ଅନୁଗ୍ରହ ସକାଶୁ