# that the name of our Lord Jesus may be glorified by you ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ଗୌରବ କରିପାରିବ” (ଦେଖ: [[rc://*/ta/man/translate/figs-activepassive]]) # you will be glorified by him ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ତୁମ୍ଭମାନଙ୍କ ଗୌରବ କରିବେ” (ଦେଖ: [[rc://*/ta/man/translate/figs-activepassive]]) # because of the grace of our God ଈଶ୍ବରଙ୍କ ଅନୁଗ୍ରହ ସକାଶୁ