or_tn/2th/01/10.md

835 B

when he comes on that day

ଏଠାରେ “ସେହି ଦିନ” ଶବ୍ଦଟି ଯୀଶୁଙ୍କର ଜଗତକୁ ଆଗମନ କରିବାର ଦିନକୁ ବୁଝାଏ I

to be glorified by his people and to be marveled at by all those who believed

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ତାହାଙ୍କର ଲୋକମାନେ ତାହାଙ୍କର ଗୌରବ କରିବେ ଓ ବିଶ୍ବାସ କରିଥବା ଲୋକମାନେ ତାହାଙ୍କର ମହାନତା ସମ୍ମୁଖରେ ଆଶ୍ଚର୍ଯ୍ୟାନ୍ବିତ ହୋଇ ଠିଆ ହେବେ” (ଦେଖ: rc://*/ta/man/translate/figs-activepassive)