or_tn/2th/01/10.md

8 lines
835 B
Markdown
Raw Permalink Normal View History

2020-11-19 00:15:53 +00:00
# when he comes on that day
ଏଠାରେ “ସେହି ଦିନ” ଶବ୍ଦଟି ଯୀଶୁଙ୍କର ଜଗତକୁ ଆଗମନ କରିବାର ଦିନକୁ ବୁଝାଏ I
# to be glorified by his people and to be marveled at by all those who believed
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ତାହାଙ୍କର ଲୋକମାନେ ତାହାଙ୍କର ଗୌରବ କରିବେ ଓ ବିଶ୍ବାସ କରିଥବା ଲୋକମାନେ ତାହାଙ୍କର ମହାନତା ସମ୍ମୁଖରେ ଆଶ୍ଚର୍ଯ୍ୟାନ୍ବିତ ହୋଇ ଠିଆ ହେବେ” (ଦେଖ: [[rc://*/ta/man/translate/figs-activepassive]])