or_tn/2th/01/07.md

1.1 KiB

and relief to you

ଏହି ପଦଗୁଡିକ ଈଶ୍ବର ଲୋକମାନଙ୍କୁ ଯାହା ଯଥାର୍ଥ, ତାହାର “ପ୍ରତିଫଳ ଦେବା” ବିଷୟ ବର୍ଣ୍ଣନା କରୁଛି (୬ ପଦ) I ଏହା ଗୋଟିଏ ରୂପକ ଯାହାର ଅର୍ଥ ହେଉଛି ଜଣକୁ ସେହି ସମାନ ବିଷୟ ଅନୁଭବ କରାଇବା, ଯାହା ସେ ଅନ୍ୟ କାହା ପ୍ରତି କରିଅଛି I ବିକଳ୍ପ ଅନୁବାଦ: “ଆଉ ତୁମ୍ଭମାନଙ୍କୁ ବିଶ୍ରାମ ଦେବାକୁ” (ଦେଖ: rc://*/ta/man/translate/figs-metaphor)

relief to you

ତୁମେ ଏହାକୁ ସ୍ପଷ୍ଟ କରିପାରିବ ଯେ ଈଶ୍ବର ହିଁ ବିଶ୍ରାମ ଦାତା ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ବିଶ୍ରାମ ଦେବାକୁ” (ଦେଖ: rc://*/ta/man/translate/figs-ellipsis)

the angels of his power

ତାହାଙ୍କର ଶକ୍ତିମାନ୍ ଦୂତମାନେ