# and relief to you ଏହି ପଦଗୁଡିକ ଈଶ୍ବର ଲୋକମାନଙ୍କୁ ଯାହା ଯଥାର୍ଥ, ତାହାର “ପ୍ରତିଫଳ ଦେବା” ବିଷୟ ବର୍ଣ୍ଣନା କରୁଛି (୬ ପଦ) I ଏହା ଗୋଟିଏ ରୂପକ ଯାହାର ଅର୍ଥ ହେଉଛି ଜଣକୁ ସେହି ସମାନ ବିଷୟ ଅନୁଭବ କରାଇବା, ଯାହା ସେ ଅନ୍ୟ କାହା ପ୍ରତି କରିଅଛି I ବିକଳ୍ପ ଅନୁବାଦ: “ଆଉ ତୁମ୍ଭମାନଙ୍କୁ ବିଶ୍ରାମ ଦେବାକୁ” (ଦେଖ: [[rc://*/ta/man/translate/figs-metaphor]]) # relief to you ତୁମେ ଏହାକୁ ସ୍ପଷ୍ଟ କରିପାରିବ ଯେ ଈଶ୍ବର ହିଁ ବିଶ୍ରାମ ଦାତା ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ବିଶ୍ରାମ ଦେବାକୁ” (ଦେଖ: [[rc://*/ta/man/translate/figs-ellipsis]]) # the angels of his power ତାହାଙ୍କର ଶକ୍ତିମାନ୍ ଦୂତମାନେ