or_tn/2th/01/06.md

993 B

Connecting Statement:

ପାଉଲ ଲେଖୁଥିବା ସମୟରେ ଈଶ୍ବର ଧର୍ମମୟ ହୋଇଥିବା ବିଷୟରେ କହୁଛନ୍ତି

it is righteous for God

ଈଶ୍ବର ଯଥାର୍ଥ ଅଟନ୍ତି କିମ୍ବା “ଈଶ୍ବର ଧାର୍ମିକ ଅଟନ୍ତି”

for God to return affliction to those who afflict you

ଏଠାରେ “ପ୍ରତିଫଳ ଦେବାକୁ” ଗୋଟିଏ ରୂପକ ଯାହାର ଅର୍ଥ ହେଉଛି ଜଣକୁ ସେହି ସମାନ ବିଷୟ ଅନୁଭବ କରାଇବା, ଯାହା ସେ ଅନ୍ୟ କାହା ପ୍ରତି କରିଅଛି I ବିକଳ୍ପ ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ କ୍ଲେଶ ଦେଇଛନ୍ତି, ଈଶ୍ବର ସେମାନଙ୍କୁ କ୍ଲେଶ ଦେବାକୁ” (ଦେଖ: rc://*/ta/man/translate/figs-metaphor)