# Connecting Statement: ପାଉଲ ଲେଖୁଥିବା ସମୟରେ ଈଶ୍ବର ଧର୍ମମୟ ହୋଇଥିବା ବିଷୟରେ କହୁଛନ୍ତି # it is righteous for God ଈଶ୍ବର ଯଥାର୍ଥ ଅଟନ୍ତି କିମ୍ବା “ଈଶ୍ବର ଧାର୍ମିକ ଅଟନ୍ତି” # for God to return affliction to those who afflict you ଏଠାରେ “ପ୍ରତିଫଳ ଦେବାକୁ” ଗୋଟିଏ ରୂପକ ଯାହାର ଅର୍ଥ ହେଉଛି ଜଣକୁ ସେହି ସମାନ ବିଷୟ ଅନୁଭବ କରାଇବା, ଯାହା ସେ ଅନ୍ୟ କାହା ପ୍ରତି କରିଅଛି I ବିକଳ୍ପ ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ କ୍ଲେଶ ଦେଇଛନ୍ତି, ଈଶ୍ବର ସେମାନଙ୍କୁ କ୍ଲେଶ ଦେବାକୁ” (ଦେଖ: [[rc://*/ta/man/translate/figs-metaphor]])