or_tn/2th/01/03.md

1.7 KiB

General Information:

ପାଉଲ ଥେସଲନୀକୀର ବିଶ୍ବାସୀମାନଙ୍କ ନିମନ୍ତେ ଧନ୍ୟବାଦ ଦେଉଛନ୍ତି I

We should always give thanks to God

ପାଉଲ “ବାରମ୍ବାର” କିମ୍ବା “ନିୟମିତ ଭାବରେ” ଅର୍ଥକୁ ବୁଝାଇବାପାଇଁ “ସର୍ବଦା” ଭଳି ଏକ ସାଧାରଣ ଅନୁମାନକୁ ବ୍ୟବହାର କରୁଛନ୍ତି I ବାକ୍ୟଟି ଥେସଲନୀକୀୟ ବିଶ୍ବାସୀମାନଙ୍କ ଜୀବନରେ ଈଶ୍ବର କରୁଥିବା କାର୍ଯ୍ୟର ମହାନତାକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବାରମ୍ବାର ଈଶ୍ବରଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ” (ଦେଖ: rc://*/ta/man/translate/figs-hyperbole)

brothers

ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: rc://*/ta/man/translate/figs-gendernotations)

This is appropriate

ଏହା କରିବା ନିମନ୍ତେ ଉପଯୁକ୍ତ ବିଷୟ କିମ୍ବା “ଏହା ଉତ୍ତମ”

the love each of you has for one another increases

ତୁମ୍ଭେମାନେ ପରସ୍ପରକୁ ପ୍ରକୃତରେ ପ୍ରେମ କରୁଅଛ

one another

ଏଠାରେ “ପରସ୍ପର”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I