# General Information: ପାଉଲ ଥେସଲନୀକୀର ବିଶ୍ବାସୀମାନଙ୍କ ନିମନ୍ତେ ଧନ୍ୟବାଦ ଦେଉଛନ୍ତି I # We should always give thanks to God ପାଉଲ “ବାରମ୍ବାର” କିମ୍ବା “ନିୟମିତ ଭାବରେ” ଅର୍ଥକୁ ବୁଝାଇବାପାଇଁ “ସର୍ବଦା” ଭଳି ଏକ ସାଧାରଣ ଅନୁମାନକୁ ବ୍ୟବହାର କରୁଛନ୍ତି I ବାକ୍ୟଟି ଥେସଲନୀକୀୟ ବିଶ୍ବାସୀମାନଙ୍କ ଜୀବନରେ ଈଶ୍ବର କରୁଥିବା କାର୍ଯ୍ୟର ମହାନତାକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବାରମ୍ବାର ଈଶ୍ବରଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ” (ଦେଖ: [[rc://*/ta/man/translate/figs-hyperbole]]) # brothers ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: [[rc://*/ta/man/translate/figs-gendernotations]]) # This is appropriate ଏହା କରିବା ନିମନ୍ତେ ଉପଯୁକ୍ତ ବିଷୟ କିମ୍ବା “ଏହା ଉତ୍ତମ” # the love each of you has for one another increases ତୁମ୍ଭେମାନେ ପରସ୍ପରକୁ ପ୍ରକୃତରେ ପ୍ରେମ କରୁଅଛ # one another ଏଠାରେ “ପରସ୍ପର”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I