or_tn/2pe/03/13.md

713 B

where righteousness will dwell

ପିତର “ଧାର୍ମିକତା” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟେ I ଏହା ଧାର୍ମିକ ଲୋକମାନଙ୍କୁ ବୁଝାଉଥିବା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଧାର୍ମିକ ଲୋକ କେଉଁଠାରେ ବାସ କରିବ” କିମ୍ବା “ଲୋକମାନେ କେଉଁଠାରେ ଧାର୍ମିକ ଭାବରେ ଜୀବନ ଯାପନ କରିବେ” (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-metonymy]])