or_tn/2pe/03/13.md

4 lines
713 B
Markdown
Raw Permalink Normal View History

2020-11-19 00:15:53 +00:00
# where righteousness will dwell
ପିତର “ଧାର୍ମିକତା” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟେ I ଏହା ଧାର୍ମିକ ଲୋକମାନଙ୍କୁ ବୁଝାଉଥିବା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଧାର୍ମିକ ଲୋକ କେଉଁଠାରେ ବାସ କରିବ” କିମ୍ବା “ଲୋକମାନେ କେଉଁଠାରେ ଧାର୍ମିକ ଭାବରେ ଜୀବନ ଯାପନ କରିବେ” (ଦେଖ: [[rc://*/ta/man/translate/figs-personification]] ଓ [[rc://*/ta/man/translate/figs-metonymy]])