or_tn/2pe/03/12.md

1.1 KiB
Raw Permalink Blame History

the heavens will be destroyed by fire, and the elements will be melted in great heat

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଅଗ୍ନିରେ ଆକାଶମଣ୍ଡଳକୁ ବିନଷ୍ଟ କରିବେ ଓ ସେ ପ୍ରଚଣ୍ଡ ଉତ୍ତାପରେ ମୌଳିକ ବସ୍ତୁସମୂହକୁ ତରଳାଇଦେବେ” (ଦେଖ: rc://*/ta/man/translate/figs-activepassive)

the elements

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସଦୃଶ ଆକାଶମଣ୍ଡଳସ୍ଥିତ ବସ୍ତୁ କିମ୍ବା ) ମାଟି, ବାୟୁ, ଅଗ୍ନି ଓ ଜଳ ସଦୃଶ ବସ୍ତୁ ଯାହାଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ଗଠିତ ହୋଇଅଛି I ଦେଖ ତୁମେ ଏହାକୁ କିପରି ପିତର ୩:୧୦ରେ ଅନୁବାଦ କଲ I