or_tn/2pe/03/12.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# the heavens will be destroyed by fire, and the elements will be melted in great heat
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଅଗ୍ନିରେ ଆକାଶମଣ୍ଡଳକୁ ବିନଷ୍ଟ କରିବେ ଓ ସେ ପ୍ରଚଣ୍ଡ ଉତ୍ତାପରେ ମୌଳିକ ବସ୍ତୁସମୂହକୁ ତରଳାଇଦେବେ” (ଦେଖ: [[rc://*/ta/man/translate/figs-activepassive]])
# the elements
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସଦୃଶ ଆକାଶମଣ୍ଡଳସ୍ଥିତ ବସ୍ତୁ କିମ୍ବା ) ମାଟି, ବାୟୁ, ଅଗ୍ନି ଓ ଜଳ ସଦୃଶ ବସ୍ତୁ ଯାହାଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ଗଠିତ ହୋଇଅଛି I ଦେଖ ତୁମେ ଏହାକୁ କିପରି [ ପିତର ୩:୧୦](../03/10.md)ରେ ଅନୁବାଦ କଲ I