or_tn/2pe/03/03.md

864 B
Raw Permalink Blame History

Know this first

ଏହାକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ବୋଲି ଜାଣିରଖ I ଦେଖ ତୁମେ ଏହାକୁ କିପରି ପିତର ୧:ରେ ଅନୁବାଦ କଲ I

proceed according to their own desires

ଏଠାରେ “ଅଭିଳାଷ” ଶବ୍ଦ ଈଶ୍ବରଙ୍କ ଇଚ୍ଛାକୁ ବିରୋଧ କରୁଥିବା ପାପପୂର୍ଣ୍ଣ ଅଭିଳାଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା ଆପଣା ପାପପୂର୍ଣ୍ଣ ଅଭିଳାଷ ଅନୁସାରେ ଜୀବନ ଯାପନ କରନ୍ତି” (ଦେଖ: rc://*/ta/man/translate/figs-explicit)

proceed

କାର୍ଯ୍ୟ କରନ୍ତି, ଆଚରଣ କରନ୍ତି