or_tn/2pe/02/intro.md

1.4 KiB
Raw Permalink Blame History

ପିତର ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଶରୀର

”ଶରୀର” ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବର ଗୋଟିଏ ରୂପକ I ମନୁଷ୍ୟର ଶାରୀରିକ ଅଂଶ ପାପପୂର୍ଣ୍ଣ ନୁହେଁ I “ଶରୀର” ହେଉଛି ପାପପୂର୍ଣ୍ଣ ସ୍ବଭାବ, ଯାହା ସମସ୍ତ ଈଶ୍ବରପରାୟଣ ବିଷୟକୁ ଅଗ୍ରାହ୍ୟ କରି ପାପମୟ ବିଷୟକୁ ଇଚ୍ଛା କରିଥାଏ I ଯୀଶୁଙ୍କଠାରେ ବିଶ୍ବାସକରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବା ପୂର୍ବରୁ ଏହା ସବୁ ମନୁଷ୍ୟର ଅବସ୍ଥା ଅଟେ I(ଦେଖ: rc://*/tw/dict/bible/kt/flesh)

ଅର୍ଥବୋଧକ ସୂଚନା

ଯଦି ପୁରାତନ ନିୟମ ଏପର୍ଯ୍ୟନ୍ତ ଅନୁବାଦ ହୋଇ ନ ଥାନ୍ତା ତେବେ :୪-୮ରେ ଉଲ୍ଲିଖିତ ଅନେକ ଉଦାହରଣ ବୁଝିବା କଷ୍ଟକର ହୁଅନ୍ତା I ଅଧିକ ବିଶ୍ଳେଷଣର ଆବଶ୍ୟକ ହୋଇଥାନ୍ତା I (ଦେଖ: rc://*/ta/man/translate/figs-explicit)