# ୨ ପିତର ୦୨ ସାଧାରଣ ସୂଚନା ## ଏହି ଅଧ୍ୟାୟର ବିଶେଷ ଧାରଣା ### ଶରୀର ”ଶରୀର” ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବର ଗୋଟିଏ ରୂପକ I ମନୁଷ୍ୟର ଶାରୀରିକ ଅଂଶ ପାପପୂର୍ଣ୍ଣ ନୁହେଁ I “ଶରୀର” ହେଉଛି ପାପପୂର୍ଣ୍ଣ ସ୍ବଭାବ, ଯାହା ସମସ୍ତ ଈଶ୍ବରପରାୟଣ ବିଷୟକୁ ଅଗ୍ରାହ୍ୟ କରି ପାପମୟ ବିଷୟକୁ ଇଚ୍ଛା କରିଥାଏ I ଯୀଶୁଙ୍କଠାରେ ବିଶ୍ବାସକରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବା ପୂର୍ବରୁ ଏହା ସବୁ ମନୁଷ୍ୟର ଅବସ୍ଥା ଅଟେ I(ଦେଖ: [[rc://*/tw/dict/bible/kt/flesh]]) ### ଅର୍ଥବୋଧକ ସୂଚନା ଯଦି ପୁରାତନ ନିୟମ ଏପର୍ଯ୍ୟନ୍ତ ଅନୁବାଦ ହୋଇ ନ ଥାନ୍ତା ତେବେ ୨:୪-୮ରେ ଉଲ୍ଲିଖିତ ଅନେକ ଉଦାହରଣ ବୁଝିବା କଷ୍ଟକର ହୁଅନ୍ତା I ଅଧିକ ବିଶ୍ଳେଷଣର ଆବଶ୍ୟକ ହୋଇଥାନ୍ତା I (ଦେଖ: [[rc://*/ta/man/translate/figs-explicit]])