or_tn/2pe/02/12.md

1.1 KiB

these unreasoning animals are naturally made for capture and destruction.

ପଶୁମାନେ ଯେପରି ତର୍କ କରିପାରନ୍ତି ନାହିଁ, ଏହି ଲୋକମାନଙ୍କ ସହିତ ତର୍କ କରିହେବ ନାହିଁ I ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଅଜ୍ଞାନ ପଶୁତୁଲ୍ୟ, ଯେଉଁମାନେ ଧୃତହୋଇ ବିନଷ୍ଟ ହେବା ନିମନ୍ତେ ଜାତ” (ଦେଖ: rc://*/ta/man/translate/figs-metaphor)

They do not know what they insult

ସେମାନେ ଜାଣୁ ନ ଥିବା ବା ବୁଝୁ ନ ଥିବା ବିଷୟରେ ମନ୍ଦ କଥା କହନ୍ତି

They will be destroyed

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ବିନଷ୍ଟ କରିବେ” (ଦେଖ: rc://*/ta/man/translate/figs-activepassive)