# these unreasoning animals are naturally made for capture and destruction. ପଶୁମାନେ ଯେପରି ତର୍କ କରିପାରନ୍ତି ନାହିଁ, ଏହି ଲୋକମାନଙ୍କ ସହିତ ତର୍କ କରିହେବ ନାହିଁ I ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଅଜ୍ଞାନ ପଶୁତୁଲ୍ୟ, ଯେଉଁମାନେ ଧୃତହୋଇ ବିନଷ୍ଟ ହେବା ନିମନ୍ତେ ଜାତ” (ଦେଖ: [[rc://*/ta/man/translate/figs-metaphor]]) # They do not know what they insult ସେମାନେ ଜାଣୁ ନ ଥିବା ବା ବୁଝୁ ନ ଥିବା ବିଷୟରେ ମନ୍ଦ କଥା କହନ୍ତି # They will be destroyed ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ବିନଷ୍ଟ କରିବେ” (ଦେଖ: [[rc://*/ta/man/translate/figs-activepassive]])