12 lines
956 B
Markdown
12 lines
956 B
Markdown
# greater strength and power
|
||
|
||
ଭଣ୍ଡ ଶିକ୍ଷକମାନଙ୍କଠାରୁ ଅଧିକ ଶକ୍ତି ଓ ପରାକ୍ରମ
|
||
|
||
# they do not bring insulting judgments against them
|
||
|
||
“ସେମାନେ” ଶବ୍ଦ ଦୂତମାନଙ୍କୁ ବୁଝାଏ I “ସେମାନଙ୍କ” ଶବ୍ଦର ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଗୌରବମୟ ଦୂତମାନେ କିମ୍ବା ୨) ଭଣ୍ଡ ଶିକ୍ଷକମାନେ I
|
||
|
||
# bring insulting judgments against them
|
||
|
||
ଦୂତମାନେ ସେମାନଙ୍କୁ ନିନ୍ଦା କରିବାର ଚିନ୍ତାଧାରା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ନିନ୍ଦାକୁ ଅସ୍ତ୍ରଭାବରେ ବ୍ୟବହାର କରି ଆକ୍ରମଣ କରିବେ I (ଦେଖ: [[rc://*/ta/man/translate/figs-metaphor]])
|