or_tn/2pe/02/11.md

956 B
Raw Permalink Blame History

greater strength and power

ଭଣ୍ଡ ଶିକ୍ଷକମାନଙ୍କଠାରୁ ଅଧିକ ଶକ୍ତି ଓ ପରାକ୍ରମ

they do not bring insulting judgments against them

“ସେମାନେ” ଶବ୍ଦ ଦୂତମାନଙ୍କୁ ବୁଝାଏ I “ସେମାନଙ୍କ” ଶବ୍ଦର ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଗୌରବମୟ ଦୂତମାନେ କିମ୍ବା ) ଭଣ୍ଡ ଶିକ୍ଷକମାନେ I

bring insulting judgments against them

ଦୂତମାନେ ସେମାନଙ୍କୁ ନିନ୍ଦା କରିବାର ଚିନ୍ତାଧାରା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ନିନ୍ଦାକୁ ଅସ୍ତ୍ରଭାବରେ ବ୍ୟବହାର କରି ଆକ୍ରମଣ କରିବେ I (ଦେଖ: rc://*/ta/man/translate/figs-metaphor)