or_tn/2pe/02/10.md

1.9 KiB
Raw Permalink Blame History

Connecting Statement:

ପିତର ଅଧାର୍ମିକ ଲୋକମାନଙ୍କ ଚରିତ୍ରକୁ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I

This is especially true

“ଏହା” ପିତର :୯ରେ ବିଚାର ଦିନ ଆସିବା ପର୍ଯ୍ୟନ୍ତ ଈଶ୍ବର ଅଧାର୍ମିକ ଲୋକମାନଙ୍କୁ ବନ୍ଦୀରେ ରଖିଥିବା ବିଷୟକୁ ବୁଝାଏ I

those who continue in the corrupt desires of the flesh

ଏଠାରେ “ଶରୀରର କାମାଭିଲାଷ” ବାକ୍ୟାଂଶ ପାପପୂର୍ଣ୍ଣ ପ୍ରକୃତିର ଅଭିଳାଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉଁମାନେ ଆପଣା ଆପଣା ଭ୍ରଷ୍ଟ, ପାପପୂର୍ଣ୍ଣ ଅଭିଳାଷରେ ଜଡ଼ିତ ହୁଅନ୍ତି”

despise authority

ଈଶ୍ବରଙ୍କ ଅଧିକାରର ବଶୀଭୂତ ହେବାକୁ ଅଗ୍ରାହ୍ୟ କରନ୍ତି I ଏଠାରେ “ଅଧିକାର” ଶବ୍ଦ ସମ୍ଭବତଃ ଈଶ୍ବରଙ୍କ ଅଧିକାରକୁ ବୁଝାଏ I

authority

ଏଠାରେ “ଅଧିକାର” ଈଶ୍ବରଙ୍କୁ ବୁଝାଏ, ଯାହାଙ୍କର ଆଜ୍ଞା ଦେବା ନିମନ୍ତେ ଓ ଅନାଜ୍ଞାବହତାକୁ ଦଣ୍ଡ ଦେବା ନିମନ୍ତେ ଅଧିକାର ଅଛି I (ଦେଖ: rc://*/ta/man/translate/figs-metonymy)

self-willed

ଯାହା କରିବାକୁ ଚାହାନ୍ତି, କରନ୍ତି

the glorious ones

ଏହି ବାକ୍ୟାଂଶ ଦୂତ ବା ମନ୍ଦ ଆତ୍ମା ପରି ଆତ୍ମିକ ପ୍ରାଣୀକୁ ବୁଝାଏ I