or_tn/2pe/02/10.md

28 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପିତର ଅଧାର୍ମିକ ଲୋକମାନଙ୍କ ଚରିତ୍ରକୁ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I
# This is especially true
“ଏହା” [ ପିତର :୯](../02/09.md)ରେ ବିଚାର ଦିନ ଆସିବା ପର୍ଯ୍ୟନ୍ତ ଈଶ୍ବର ଅଧାର୍ମିକ ଲୋକମାନଙ୍କୁ ବନ୍ଦୀରେ ରଖିଥିବା ବିଷୟକୁ ବୁଝାଏ I
# those who continue in the corrupt desires of the flesh
ଏଠାରେ “ଶରୀରର କାମାଭିଲାଷ” ବାକ୍ୟାଂଶ ପାପପୂର୍ଣ୍ଣ ପ୍ରକୃତିର ଅଭିଳାଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉଁମାନେ ଆପଣା ଆପଣା ଭ୍ରଷ୍ଟ, ପାପପୂର୍ଣ୍ଣ ଅଭିଳାଷରେ ଜଡ଼ିତ ହୁଅନ୍ତି”
# despise authority
ଈଶ୍ବରଙ୍କ ଅଧିକାରର ବଶୀଭୂତ ହେବାକୁ ଅଗ୍ରାହ୍ୟ କରନ୍ତି I ଏଠାରେ “ଅଧିକାର” ଶବ୍ଦ ସମ୍ଭବତଃ ଈଶ୍ବରଙ୍କ ଅଧିକାରକୁ ବୁଝାଏ I
# authority
ଏଠାରେ “ଅଧିକାର” ଈଶ୍ବରଙ୍କୁ ବୁଝାଏ, ଯାହାଙ୍କର ଆଜ୍ଞା ଦେବା ନିମନ୍ତେ ଓ ଅନାଜ୍ଞାବହତାକୁ ଦଣ୍ଡ ଦେବା ନିମନ୍ତେ ଅଧିକାର ଅଛି I (ଦେଖ: [[rc://*/ta/man/translate/figs-metonymy]])
# self-willed
ଯାହା କରିବାକୁ ଚାହାନ୍ତି, କରନ୍ତି
# the glorious ones
ଏହି ବାକ୍ୟାଂଶ ଦୂତ ବା ମନ୍ଦ ଆତ୍ମା ପରି ଆତ୍ମିକ ପ୍ରାଣୀକୁ ବୁଝାଏ I