or_tn/2pe/01/18.md

801 B

We ourselves heard this voice brought from heaven

“ଆମ୍ଭେମାନେ” ଶବ୍ଦ ଲଗାଇ, ପିତର ଆପଣାକୁ ଏବଂ ଈଶ୍ବରଙ୍କ ବାଣୀ ଶୁଣିଥିବା ଶିଷ୍ୟ ଯାକୁବ ଓ ଯୋହନଙ୍କୁ ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ନିଜେ ସ୍ବର୍ଗରୁ ଆସିଥିବା ଏହି ବାଣୀ ଶୁଣିଥିଲୁ” (ଦେଖ: rc://*/ta/man/translate/figs-exclusive)

heard this voice brought from heaven

ସ୍ବର୍ଗରୁ କହିଥିବା ବ୍ୟକ୍ତିଙ୍କର ବାଣୀ ଶୁଣିଲୁ

we were with him

ଆମ୍ଭେମାନେ ଯୀଶୁଙ୍କ ସହିତ ଥିଲୁ