# We ourselves heard this voice brought from heaven “ଆମ୍ଭେମାନେ” ଶବ୍ଦ ଲଗାଇ, ପିତର ଆପଣାକୁ ଏବଂ ଈଶ୍ବରଙ୍କ ବାଣୀ ଶୁଣିଥିବା ଶିଷ୍ୟ ଯାକୁବ ଓ ଯୋହନଙ୍କୁ ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ନିଜେ ସ୍ବର୍ଗରୁ ଆସିଥିବା ଏହି ବାଣୀ ଶୁଣିଥିଲୁ” (ଦେଖ: [[rc://*/ta/man/translate/figs-exclusive]]) # heard this voice brought from heaven ସ୍ବର୍ଗରୁ କହିଥିବା ବ୍ୟକ୍ତିଙ୍କର ବାଣୀ ଶୁଣିଲୁ # we were with him ଆମ୍ଭେମାନେ ଯୀଶୁଙ୍କ ସହିତ ଥିଲୁ