or_tn/2pe/01/09.md

1.1 KiB

whoever lacks these things

ଏହି ସବୁ ବିଷୟ ନ ଥିବା ଯେ କୌଣସି ଲୋକ

is so nearsighted that he is blind

ଏହି ସବୁ ଗୁଣ ନ ଥିବା ଲୋକ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ଜଣେ ଅଦୂରଦର୍ଶୀ ବା ଅନ୍ଧ ଲୋକ, କାରଣ ସେ ସେସବୁର ମୂଲ୍ୟ ବୁଝେ ନାହିଁ I ବିକଳ୍ପ ଅନୁବାଦ: “ଜଣେ ଅଦୂରଦର୍ଶୀ ଲୋକ ସଦୃଶ, ଯେ କି ସେସବୁର ଗୁରୁତ୍ବ ଦେଖିପାରେ ନାହିଁ” (ଦେଖ: rc://*/ta/man/translate/figs-metaphor)

he has been cleansed from his past sins

ଏହା ଅନୁବାଦ କରିବାକୁ ତୁମେ ଗୋଟିଏ କ୍ରିୟା ବ୍ୟବହାର କରିପାରିବ I ବିକଳ୍ପ ଅନୁବାଦ: “ଯେ ଈଶ୍ବର ତାହାର ପୂର୍ବକୃତ ପାପରୁ ତାହାକୁ ପରିଷ୍କାର କରିଅଛନ୍ତି” (ଦେଖ: rc://*/ta/man/translate/figs-abstractnouns)