or_tn/2pe/01/09.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# whoever lacks these things
ଏହି ସବୁ ବିଷୟ ନ ଥିବା ଯେ କୌଣସି ଲୋକ
# is so nearsighted that he is blind
ଏହି ସବୁ ଗୁଣ ନ ଥିବା ଲୋକ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ଜଣେ ଅଦୂରଦର୍ଶୀ ବା ଅନ୍ଧ ଲୋକ, କାରଣ ସେ ସେସବୁର ମୂଲ୍ୟ ବୁଝେ ନାହିଁ I ବିକଳ୍ପ ଅନୁବାଦ: “ଜଣେ ଅଦୂରଦର୍ଶୀ ଲୋକ ସଦୃଶ, ଯେ କି ସେସବୁର ଗୁରୁତ୍ବ ଦେଖିପାରେ ନାହିଁ” (ଦେଖ: [[rc://*/ta/man/translate/figs-metaphor]])
# he has been cleansed from his past sins
ଏହା ଅନୁବାଦ କରିବାକୁ ତୁମେ ଗୋଟିଏ କ୍ରିୟା ବ୍ୟବହାର କରିପାରିବ I ବିକଳ୍ପ ଅନୁବାଦ: “ଯେ ଈଶ୍ବର ତାହାର ପୂର୍ବକୃତ ପାପରୁ ତାହାକୁ ପରିଷ୍କାର କରିଅଛନ୍ତି” (ଦେଖ: [[rc://*/ta/man/translate/figs-abstractnouns]])