16 lines
1.2 KiB
Markdown
16 lines
1.2 KiB
Markdown
# Through these
|
|
|
|
ଏଠାରେ “ଏହିସବୁ” “ତାହାଙ୍କ ଆପଣା ଗୌରବ ଓ ଗୁଣ” କୁ ବୁଝାଏ I
|
|
|
|
# you might be sharers
|
|
|
|
ତୁମ୍ଭେମାନେ ଦେଇପାର
|
|
|
|
# the divine nature
|
|
|
|
ଈଶ୍ବରଙ୍କ ସ୍ବଭାବ
|
|
|
|
# having escaped the corruption in the world that is caused by evil desires
|
|
|
|
କୁଅଭିଳାଷରୁ ଜାତ ବିନାଶ ଦ୍ବାରା ଦୁଃଖଭୋଗ କରୁ ନ ଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ସେହି ବିନାଶରୁ ରକ୍ଷା ପାଉଛନ୍ତି I “ବିନାଶ” ଶବ୍ଦଟି ଗୋଟିଏ ଗୁଣବାଚକ ବିଶେଷ୍ୟ ଯାହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ସାହାଯ୍ୟରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଯେପରି ଏହି ଜଗତର ମନ୍ଦ ଅଭିଳାଷ ତୁମ୍ଭମାନଙ୍କୁ ବିନାଶ ନ କରେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-abstractnouns]])
|