# Through these ଏଠାରେ “ଏହିସବୁ” “ତାହାଙ୍କ ଆପଣା ଗୌରବ ଓ ଗୁଣ” କୁ ବୁଝାଏ I # you might be sharers ତୁମ୍ଭେମାନେ ଦେଇପାର # the divine nature ଈଶ୍ବରଙ୍କ ସ୍ବଭାବ # having escaped the corruption in the world that is caused by evil desires କୁଅଭିଳାଷରୁ ଜାତ ବିନାଶ ଦ୍ବାରା ଦୁଃଖଭୋଗ କରୁ ନ ଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ସେହି ବିନାଶରୁ ରକ୍ଷା ପାଉଛନ୍ତି I “ବିନାଶ” ଶବ୍ଦଟି ଗୋଟିଏ ଗୁଣବାଚକ ବିଶେଷ୍ୟ ଯାହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ସାହାଯ୍ୟରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଯେପରି ଏହି ଜଗତର ମନ୍ଦ ଅଭିଳାଷ ତୁମ୍ଭମାନଙ୍କୁ ବିନାଶ ନ କରେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-abstractnouns]])