or_tn/2jn/01/12.md

1.7 KiB

General Information:

୧୨ ପଦରେ “ତୁମେ” ଶବ୍ଦଟି ଏକବଚନ ଅଟେ । ୧୩ ପଦରେ “ତୁମ୍ଭର” ଶବ୍ଦଟି ବହୁବଚନ ଅଟେ । (ଦେଖ:rc://*/ta/man/translate/figs-you)

Connecting Statement:

ଯୋହନଙ୍କ ପତ୍ର ସେମାନଙ୍କୁ ସାକ୍ଷାତ କରିବାର ଅଭିଳାଷ କରି ସମାପ୍ତ ହୁଏ ଏବଂ ଅନ୍ୟ ଏକ ମଣ୍ଡଳୀଠାରୁ ଶୁଭେଚ୍ଛା ଜଣାଏ ।

I did not wish to write them with paper and ink

ଯୋହନ ଅନ୍ୟ ବିଷୟଗୁଡିକ ଲେଖିବାକୁ ଇଚ୍ଛା କରନ୍ତି ନାହିଁ କିନ୍ତୁ ସେ ସେମାନଙ୍କ ନିକଟକୁ ଯାଇ ସେହି କଥା କହିବାକୁ ଚାହାନ୍ତି । ସେ ଏହା କହୁ ନାହାନ୍ତି ଯେ ସେ ସେମାନଙ୍କୁ କାଗଜ ଓ କଲମରେ ନଲେଖି ଅନ୍ୟ କୌଣସି ବିଷୟରେ ଲେଖିବେ ।

speak face to face

ଏଠାରେ ମୁଖାମୁଖି ଶଦ୍ଦଟି ଏକ ଋଢୀ ଅଟେ, ଯାହାର ଅର୍ଥ ସେମାନଙ୍କ ଉପସ୍ଥିତିରେ କଥା ହେବା ବା କହିବା । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ଉପସ୍ଥିତିରେ କଥାବାର୍ତ୍ତା କରିବା” କିମ୍ବା “ବ୍ୟକ୍ତିଗତଭାବେ ତୁମ୍ଭମାନଙ୍କ ସହିତ କଥାବାର୍ତ୍ତା କରିବା” (ଦେଖ:rc://*/ta/man/translate/figs-idiom)