or_tn/2jn/01/12.md

16 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
୧୨ ପଦରେ “ତୁମେ” ଶବ୍ଦଟି ଏକବଚନ ଅଟେ । ୧୩ ପଦରେ “ତୁମ୍ଭର” ଶବ୍ଦଟି ବହୁବଚନ ଅଟେ । (ଦେଖ:[[rc://*/ta/man/translate/figs-you]])
# Connecting Statement:
ଯୋହନଙ୍କ ପତ୍ର ସେମାନଙ୍କୁ ସାକ୍ଷାତ କରିବାର ଅଭିଳାଷ କରି ସମାପ୍ତ ହୁଏ ଏବଂ ଅନ୍ୟ ଏକ ମଣ୍ଡଳୀଠାରୁ ଶୁଭେଚ୍ଛା ଜଣାଏ ।
# I did not wish to write them with paper and ink
ଯୋହନ ଅନ୍ୟ ବିଷୟଗୁଡିକ ଲେଖିବାକୁ ଇଚ୍ଛା କରନ୍ତି ନାହିଁ କିନ୍ତୁ ସେ ସେମାନଙ୍କ ନିକଟକୁ ଯାଇ ସେହି କଥା କହିବାକୁ ଚାହାନ୍ତି । ସେ ଏହା କହୁ ନାହାନ୍ତି ଯେ ସେ ସେମାନଙ୍କୁ କାଗଜ ଓ କଲମରେ ନଲେଖି ଅନ୍ୟ କୌଣସି ବିଷୟରେ ଲେଖିବେ ।
# speak face to face
ଏଠାରେ ମୁଖାମୁଖି ଶଦ୍ଦଟି ଏକ ଋଢୀ ଅଟେ, ଯାହାର ଅର୍ଥ ସେମାନଙ୍କ ଉପସ୍ଥିତିରେ କଥା ହେବା ବା କହିବା । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ଉପସ୍ଥିତିରେ କଥାବାର୍ତ୍ତା କରିବା” କିମ୍ବା “ବ୍ୟକ୍ତିଗତଭାବେ ତୁମ୍ଭମାନଙ୍କ ସହିତ କଥାବାର୍ତ୍ତା କରିବା” (ଦେଖ:[[rc://*/ta/man/translate/figs-idiom]])