or_tn/2jn/01/09.md

1.3 KiB

Whoever goes on ahead

ଏହା ଜଣେ ବ୍ୟକ୍ତିଙ୍କୁ ସୁଚିତ କରେ ଯେ ଈଶ୍ବର ଓ ସତ୍ୟ ବିଷୟରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଜାଣିବା ଦାବି କରନ୍ତି । ଅନ୍ୟ ଏକ ଅନୁବାଦରେ: “ଯେକେହି ଈଶ୍ବରଙ୍କ ବିଷୟରେ ଅଧିକ ଜାଣିବା ଦାବି କରେ” ବା “ଯେକେହି ସତ୍ୟକୁ ଅବଜ୍ଞା କରେ”

does not have God

ସେ ଈଶ୍ବରଙ୍କଠାରୁ ଜାତ ନୁହେ

The one who remains in the teaching, this one has both the Father and the Son

ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁକରଣ କରନ୍ତି ଉଭୟ ପିତା ଓ ପୁତ୍ରଙ୍କଠାରୁ ଜାତ ଅଟନ୍ତି

the Father and the Son

ଏଗୁଡିକ ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସଂର୍ମ୍ପକକୁ ବର୍ଣ୍ଣନା କରନ୍ତି । (ଦେଖ:rc://*/ta/man/translate/guidelines-sonofgodprinciples)