# Whoever goes on ahead ଏହା ଜଣେ ବ୍ୟକ୍ତିଙ୍କୁ ସୁଚିତ କରେ ଯେ ଈଶ୍ବର ଓ ସତ୍ୟ ବିଷୟରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଜାଣିବା ଦାବି କରନ୍ତି । ଅନ୍ୟ ଏକ ଅନୁବାଦରେ: “ଯେକେହି ଈଶ୍ବରଙ୍କ ବିଷୟରେ ଅଧିକ ଜାଣିବା ଦାବି କରେ” ବା “ଯେକେହି ସତ୍ୟକୁ ଅବଜ୍ଞା କରେ” # does not have God ସେ ଈଶ୍ବରଙ୍କଠାରୁ ଜାତ ନୁହେ # The one who remains in the teaching, this one has both the Father and the Son ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁକରଣ କରନ୍ତି ଉଭୟ ପିତା ଓ ପୁତ୍ରଙ୍କଠାରୁ ଜାତ ଅଟନ୍ତି # the Father and the Son ଏଗୁଡିକ ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସଂର୍ମ୍ପକକୁ ବର୍ଣ୍ଣନା କରନ୍ତି । (ଦେଖ:[[rc://*/ta/man/translate/guidelines-sonofgodprinciples]])