or_tn/2jn/01/05.md

1.6 KiB

you, lady ... writing to you

ଏହି ଦୃଷ୍ଟାନ୍ତରେ “ତୁମ୍ଭେ” ଏକବଚନ ଅଟନ୍ତି । (ଦେଖ:rc://*/ta/man/translate/figs-you)

not as though I were writing to you a new commandment

ଯଦିୟ ଏପରି ନୁହେଁ ଯେ ମୁଁ ତୁମ୍ଭମାନଙ୍କୁ କିଛି ନୁତନ ବିଷୟ କରିବାକୁ ଆଜ୍ଞା ଦେଉଅଛି

but one that we have had from the beginning

ଏଠାରେ, “ଆଦ୍ୟ” ଶଦ୍ଦଟି “ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ” ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଯାହା କରିବାକୁ ଆଜ୍ଞା ଦେଇଅଛନ୍ତି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି ଯାହା ଖ୍ରୀଷ୍ଟ ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ । (ଦେଖ୍:rc://*/ta/man/translate/figs-explicit)

beginning—that we should love one another

ଏହା ଏକ ନୂଆ ବାକ୍ୟ ସଦୃଶ ଅନୁବାଦ କରାଯାଇ ପାରିବ । ଅନ୍ୟ ଏକ ଅନୁବାଦରେ: “ଆଦ୍ୟ” । ସେ ଆଜ୍ଞା ଦେଇଅଛନ୍ତି ଯେ ଆମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଉଚିତ୍”