or_tn/2jn/01/05.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# you, lady ... writing to you
ଏହି ଦୃଷ୍ଟାନ୍ତରେ “ତୁମ୍ଭେ” ଏକବଚନ ଅଟନ୍ତି । (ଦେଖ:[[rc://*/ta/man/translate/figs-you]])
# not as though I were writing to you a new commandment
ଯଦିୟ ଏପରି ନୁହେଁ ଯେ ମୁଁ ତୁମ୍ଭମାନଙ୍କୁ କିଛି ନୁତନ ବିଷୟ କରିବାକୁ ଆଜ୍ଞା ଦେଉଅଛି
# but one that we have had from the beginning
ଏଠାରେ, “ଆଦ୍ୟ” ଶଦ୍ଦଟି “ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ” ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଯାହା କରିବାକୁ ଆଜ୍ଞା ଦେଇଅଛନ୍ତି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି ଯାହା ଖ୍ରୀଷ୍ଟ ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ । (ଦେଖ୍:[[rc://*/ta/man/translate/figs-explicit]])
# beginning—that we should love one another
ଏହା ଏକ ନୂଆ ବାକ୍ୟ ସଦୃଶ ଅନୁବାଦ କରାଯାଇ ପାରିବ । ଅନ୍ୟ ଏକ ଅନୁବାଦରେ: “ଆଦ୍ୟ” । ସେ ଆଜ୍ଞା ଦେଇଅଛନ୍ତି ଯେ ଆମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଉଚିତ୍”