or_tn/2co/13/10.md

1.1 KiB
Raw Permalink Blame History

so that I may build you up, and not tear you down

କରିନ୍ଥୀୟମାନେ ଖ୍ରୀଷ୍ଟଙ୍କୁ ଉତ୍ତମରୂପେ ଜାଣିବା ନିମନ୍ତେ ସାହାଯ୍ୟ କରିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେ ଗୋଟିଏ ଗୃହ ନିର୍ମାଣ କରୁଛନ୍ତି I ଦେଖ ତୁମେ ଏଭଳି ବାକ୍ୟାଂଶକୁ କିପରି କରିନ୍ଥୀୟ ୧୦:୮ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଉତ୍ତମ ଶିଷ୍ୟ ହେବା ନିମନ୍ତେ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଓ ତୁମ୍ଭେମାନେ ଯେପରି ତାହାଙ୍କର ଅନୁଗମନ କରିବାକୁ ଛାଡିଦେବ ନାହିଁ ସେଥିପାଇଁ ତୁମ୍ଭମାନଙ୍କୁ ନିରୁତ୍ସାହିତ ନ କରିବାକୁ” (ଦେଖ: rc://*/ta/man/translate/figs-metaphor)