or_tn/2co/10/08.md

935 B

to build you up and not to destroy you

ଖ୍ରୀଷ୍ଟଙ୍କୁ ଉତ୍ତମ ରୂପେ ଜାଣିବା ନିମନ୍ତେ କରିନ୍ଥୀୟମାନଙ୍କୁ ସାହାଯ୍ୟ କରିବା ବିଷୟରେ ପାଉଲ ଲେଖନ୍ତି ଯେ ସତେ ଯେପରି ସେ ଗୋଟିଏ ଗୃହ ନିର୍ମାଣ କରୁଛନ୍ତି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଉତ୍ତମ ଶିଷ୍ୟ ହେବା ନିମନ୍ତେ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଓ ତୁମ୍ଭେମାନେ ଯେପରି ତାହାଙ୍କ ଅନୁଗମନ କରିବା ବନ୍ଦ ନ କର ସେଥିପାଇଁ ତୁମ୍ଭମାନଙ୍କୁ ନିରୁତ୍ସାହିତ ନ କରିବାକୁ” (ଦେଖ: rc://*/ta/man/translate/figs-metaphor)