or_tn/2co/12/18.md

2.2 KiB

Did Titus take advantage of you?

ଉଭୟ ପାଉଲ ଓ କରିନ୍ଥୀୟମାନେ ଜାଣିଥିଲେ ଯେ ଉତ୍ତର ହେଉଛି ନା I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତିତସ ତୁମ୍ଭମାନଙ୍କଠାରୁ କିଛି ଲାଭ ଉଠାଇ ନାହାନ୍ତି I” (ଦେଖ: rc://*/ta/man/translate/figs-rquestion)

Did we not walk in the same way?

ଜୀବନଯାପନ କରିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ରାସ୍ତା ଉପରେ ଚାଲିବା ସଦୃଶ I ଉଭୟ ପାଉଲ ଓ କରିନ୍ଥୀୟମାନେ ଜାଣିଥିଲେ ଯେ ଉତ୍ତର ହେଉଛି ହଁ I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭ ସମସ୍ତଙ୍କର ସେହି ସମାନ ଆଚରଣ ଅଛି ଓ ସମାନ ଭାବରେ ଜୀବନଯାପନ କରୁଅଛୁ I” (ଦେଖ: [[rc:///ta/man/translate/figs-rquestion]]) (ଦେଖ: [[rc:///ta/man/translate/figs-metaphor]])

Did we not walk in the same steps?

ଜୀବନଯାପନ କରିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ରାସ୍ତା ଉପରେ ଚାଲିବା ସଦୃଶ I ଉଭୟ ପାଉଲ ଓ କରିନ୍ଥୀୟମାନେ ଜାଣିଥିଲେ ଯେ ଉତ୍ତର ହେଉଛି ହଁ I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସମସ୍ତେ ଏକ ପ୍ରକାରେ ସବୁକିଛି କରିଥାଉ I” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-metaphor]])