# Did Titus take advantage of you? ଉଭୟ ପାଉଲ ଓ କରିନ୍ଥୀୟମାନେ ଜାଣିଥିଲେ ଯେ ଉତ୍ତର ହେଉଛି ନା I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତିତସ ତୁମ୍ଭମାନଙ୍କଠାରୁ କିଛି ଲାଭ ଉଠାଇ ନାହାନ୍ତି I” (ଦେଖ: [[rc://*/ta/man/translate/figs-rquestion]]) # Did we not walk in the same way? ଜୀବନଯାପନ କରିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ରାସ୍ତା ଉପରେ ଚାଲିବା ସଦୃଶ I ଉଭୟ ପାଉଲ ଓ କରିନ୍ଥୀୟମାନେ ଜାଣିଥିଲେ ଯେ ଉତ୍ତର ହେଉଛି ହଁ I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭ ସମସ୍ତଙ୍କର ସେହି ସମାନ ଆଚରଣ ଅଛି ଓ ସମାନ ଭାବରେ ଜୀବନଯାପନ କରୁଅଛୁ I” (ଦେଖ: [[rc://*/ta/man/translate/figs-rquestion]]) (ଦେଖ: [[rc://*/ta/man/translate/figs-metaphor]]) # Did we not walk in the same steps? ଜୀବନଯାପନ କରିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ରାସ୍ତା ଉପରେ ଚାଲିବା ସଦୃଶ I ଉଭୟ ପାଉଲ ଓ କରିନ୍ଥୀୟମାନେ ଜାଣିଥିଲେ ଯେ ଉତ୍ତର ହେଉଛି ହଁ I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସମସ୍ତେ ଏକ ପ୍ରକାରେ ସବୁକିଛି କରିଥାଉ I” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-metaphor]])