or_tn/2co/12/17.md

731 B

Did I take advantage of you by anyone I sent to you?

ଉଭୟ ପାଉଲ ଓ କରିନ୍ଥୀୟମାନେ ଜାଣିଥିଲେ ଯେ ଉତ୍ତର ହେଉଛି ନା I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତିଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଇଥିଲି ସେମାନେ କେହି ତୁମ୍ଭମାନଙ୍କଠାରୁ କିଛି ଲାଭ ଉଠାଇ ନାହାନ୍ତି!” (ଦେଖ: rc://*/ta/man/translate/figs-rquestion)