or_tn/2co/12/17.md

4 lines
731 B
Markdown
Raw Permalink Normal View History

2020-11-19 00:15:53 +00:00
# Did I take advantage of you by anyone I sent to you?
ଉଭୟ ପାଉଲ ଓ କରିନ୍ଥୀୟମାନେ ଜାଣିଥିଲେ ଯେ ଉତ୍ତର ହେଉଛି ନା I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତିଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଇଥିଲି ସେମାନେ କେହି ତୁମ୍ଭମାନଙ୍କଠାରୁ କିଛି ଲାଭ ଉଠାଇ ନାହାନ୍ତି!” (ଦେଖ: [[rc://*/ta/man/translate/figs-rquestion]])