or_tn/2co/12/12.md

855 B

The true signs of an apostle were performed

“ଲକ୍ଷଣସବୁ” ଉପରେ ଗୁରୁତ୍ବ ଦେବା ସହିତ, ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଜଣେ ପ୍ରେରିତର ପ୍ରକୃତ ଲକ୍ଷଣ, ଯାହା ମୁଁ ସାଧନ କଲି” (ଦେଖ: rc://*/ta/man/translate/figs-activepassive)

signs ... signs

ଉଭୟ ସମୟରେ ସମାନ ଶବ୍ଦ ବ୍ୟବହାର କର

signs and wonders and mighty deeds

ଏଗୁଡିକ “ଜଣେ ପ୍ରେରିତର ପ୍ରକୃତ ଲକ୍ଷଣ” ଯାହା “ସମ୍ପୂର୍ଣ୍ଣ ଧୈର୍ଯ୍ୟସହକାରେ” ପାଉଲ ସାଧନ କରିଥିଲେ I