or_tn/2co/12/12.md

12 lines
855 B
Markdown
Raw Permalink Normal View History

2020-11-19 00:15:53 +00:00
# The true signs of an apostle were performed
“ଲକ୍ଷଣସବୁ” ଉପରେ ଗୁରୁତ୍ବ ଦେବା ସହିତ, ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଜଣେ ପ୍ରେରିତର ପ୍ରକୃତ ଲକ୍ଷଣ, ଯାହା ମୁଁ ସାଧନ କଲି” (ଦେଖ: [[rc://*/ta/man/translate/figs-activepassive]])
# signs ... signs
ଉଭୟ ସମୟରେ ସମାନ ଶବ୍ଦ ବ୍ୟବହାର କର
# signs and wonders and mighty deeds
ଏଗୁଡିକ “ଜଣେ ପ୍ରେରିତର ପ୍ରକୃତ ଲକ୍ଷଣ” ଯାହା “ସମ୍ପୂର୍ଣ୍ଣ ଧୈର୍ଯ୍ୟସହକାରେ” ପାଉଲ ସାଧନ କରିଥିଲେ I