12 lines
1.5 KiB
Markdown
12 lines
1.5 KiB
Markdown
# Connecting Statement:
|
||
|
||
ଈଶ୍ବରଙ୍କଠାରୁ ଆପଣା ପ୍ରେରିତ ପଦ ପାଇଥିବା ବିଷୟର ପକ୍ଷସମର୍ଥନ କରି, ପାଉଲ ସେ ଜଣେ ବିଶ୍ବାସୀ ହେବା ଦିନ ଠାରୁ ତାହାଙ୍କ ପ୍ରତି ଘଟିଥିବା ନିର୍ଦ୍ଦିଷ୍ଟ ଘଟଣାଗୁଡିକ କହି ଚାଲିଛନ୍ତି I
|
||
|
||
# I will go on to
|
||
|
||
ମୁଁ କଥା କହି ଚାଲିବି, କିନ୍ତୁ ବର୍ତ୍ତମାନ
|
||
|
||
# visions and revelations from the Lord
|
||
|
||
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ ଗୁରୁତ୍ବ ଦେବା ନିମନ୍ତେ “ଦର୍ଶନ” ଓ “ପ୍ରକାଶନ” ଶବ୍ଦକୁ ସମାନ ଅର୍ଥରେ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ବିଷୟଗୁଡିକ ଯାହା ପ୍ରଭୁ କେବଳ ମୋତେ ଦେଖିବାକୁ ଦେଲେ” କିମ୍ବା ୨) ପାଉଲ ଦୁଇଟି ଭିନ୍ନ ଭିନ୍ନ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: ""ଗୁପ୍ତ ବିଷୟଗୁଡିକ ଯାହା ପ୍ରଭୁ ମୋତେ ମୋହର ଚକ୍ଷୁରେ ଦେଖିବାକୁ ଦେଲେ ଓ ଅନ୍ୟ ଗୁପ୍ତ ବିଷୟଗୁଡିକ ବିଷୟରେ ମୋତେ କହିଲେ” (ଦେଖ: [[rc://*/ta/man/translate/figs-hendiadys]])
|