or_tn/2co/12/01.md

1.5 KiB
Raw Permalink Blame History

Connecting Statement:

ଈଶ୍ବରଙ୍କଠାରୁ ଆପଣା ପ୍ରେରିତ ପଦ ପାଇଥିବା ବିଷୟର ପକ୍ଷସମର୍ଥନ କରି, ପାଉଲ ସେ ଜଣେ ବିଶ୍ବାସୀ ହେବା ଦିନ ଠାରୁ ତାହାଙ୍କ ପ୍ରତି ଘଟିଥିବା ନିର୍ଦ୍ଦିଷ୍ଟ ଘଟଣାଗୁଡିକ କହି ଚାଲିଛନ୍ତି I

I will go on to

ମୁଁ କଥା କହି ଚାଲିବି, କିନ୍ତୁ ବର୍ତ୍ତମାନ

visions and revelations from the Lord

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ ଗୁରୁତ୍ବ ଦେବା ନିମନ୍ତେ “ଦର୍ଶନ” ଓ “ପ୍ରକାଶନ” ଶବ୍ଦକୁ ସମାନ ଅର୍ଥରେ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ବିଷୟଗୁଡିକ ଯାହା ପ୍ରଭୁ କେବଳ ମୋତେ ଦେଖିବାକୁ ଦେଲେ” କିମ୍ବା ) ପାଉଲ ଦୁଇଟି ଭିନ୍ନ ଭିନ୍ନ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: ""ଗୁପ୍ତ ବିଷୟଗୁଡିକ ଯାହା ପ୍ରଭୁ ମୋତେ ମୋହର ଚକ୍ଷୁରେ ଦେଖିବାକୁ ଦେଲେ ଓ ଅନ୍ୟ ଗୁପ୍ତ ବିଷୟଗୁଡିକ ବିଷୟରେ ମୋତେ କହିଲେ” (ଦେଖ: rc://*/ta/man/translate/figs-hendiadys)